Browsing Tag

sarpanch death in truck accident

ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ

ଯାଜପୁର: ଟ୍ରକ ଧକ୍କାରେ ଚାଲିଗଲା ପୂର୍ବତନ ସରପଞ୍ଚଙ୍କ ଜୀବନ। ଯାଜପୁର ଜିଲ୍ଲା ବରୀ ମାଉଣ୍ଟରେ ଘଟିଛି ଏହି ଅଘଟଣ। ମୃତକ ହେଲେ ଅରଙ୍ଗାବାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଘୁନାଥ ଜେନା। ସେ ଆଜି ବରୀ ମାଉଣ୍ଟ ଛକ ନିକଟ ରାସ୍ତା ପାରି ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ…