Browsing Tag

save food

ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ୫ ମନ୍ତ୍ର: ଏବେ ଖାଦ୍ଯ ରହିବ ବ୍ଯାକ୍ଟେରିଆ ଏବଂ ଭାଇରସ ଫ୍ରି

ପ୍ରତ୍ଯେକ ବ୍ଯକ୍ତି ନିଜ ଘରେ ଥିବା ଫ୍ରିଜ୍ ରେ ଖାଦ୍ଯ ଷ୍ଟୋର କରି ରଖିଥାନ୍ତି। ଏଥିରେ କଞ୍ଚା ପରିବା ସହ ରନ୍ଧା ଖାଦ୍ଯ ମଧ୍ଯ ରଖିଥାନ୍ତି। କିନ୍ତୁ ଏହି ଦୁଇଟି ଜିନିଷ ଫ୍ରିଜ୍ ରେ ରଖିବା ସମୟରେ ଯଦି ଅଜାଣତରେ କିଛି ଭୁଲ୍ କରିଦିଅନ୍ତି ତେବେ ଏହି ଖାଦ୍ଯ ଦୂଷିତ ହୋଇଯାଇଥାଏ। ଏଭଳି ସମସ୍ଯାରୁ…