Below header
Browsing Tag

sbi gold deposit scheme

SBIର ଏହି ସ୍କିମରେ ଜମା କରନ୍ତୁ ଘରେ ରଖିଥିବା ସୁନା, କରିପାରିବେ ଏକ୍ସଟ୍ରା ରୋଜଗାର ଜାଣନ୍ତୁ କେମିତି

ଯଦି ଆପଣଙ୍କ ଘରେ ସୁନା ମୁଦ୍ରା କିମ୍ବା ସୁନାର ଗହଣା ରଖିଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ୍ସଟ୍ରା ରୋଜଗାରର ମାଧ୍ୟମ ହେବ। ଆମେ ଏଠି ଏହା ଏଥିପାଇଁ କହୁଛୁ କାରଣ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ (SBI) ଏକ ଖାସ୍‌ ସ୍କିମ ଆଣିଛି। ଏହି ସ୍କିମ ସାହାଯ୍ୟରେ ଆପଣ ଗୋଲ୍ଡ ରଖି ସୁଧ ନେଇପାରିବେ।…