Below header
Browsing Tag

sbi new rule

SBI ଗ୍ରାହକଙ୍କ ପାଇଁ ବଡ ଖବର, ଏଣିକି ATMରୁ ଟଙ୍କା ଉଠାଇଲେ ଲାଗିବ ଚାର୍ଜ

SBI ଗ୍ରାହକଙ୍କ ପାଇଁ ଖବର। ଷ୍ଟେଟ୍ ବ୍ୟାଙ୍କ୍ ଅଫ ଇଣ୍ଡିଆରୁ ATM ପଇସା ଉଠାଇଲେ ଲାଗିବ ଚାର୍ଜ। ATM କୁ ନେଇ ନୂଆ ନିୟମ ଆଣିଛି SBI। ଯଦି ପର୍ଯ୍ୟାପ୍ତ ପରିମାଣ ଅର୍ଥ ନାହିଁ, ଆଉ ଆପଣ କୌଣସି ଟ୍ରାନଜାକସନ୍‌ କରୁଛନ୍ତି ତେବେ ଆପଣଙ୍କୁ ଲାଗିବ ଫାଇନ। ଆପଣଙ୍କ ଆକାଉଣ୍ଟରେ ଯେତିକି ଟଙ୍କା ଅଛି…

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ଏଟିଏମ୍‌ ଠକେଇ ରୋକିବା ପାଇଁ ବ୍ୟାଙ୍କ ଆରମ୍ଭ କଲା ନୂଆ ସୁବିଧା

କରୋନା ସମୟରେ ବ୍ୟାଙ୍କ ଠକେଇ ମାମଲା କ୍ରମଶଃ ବଢ଼ିବାରେ ଲାଗିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର କଡ଼ା ନିୟମ ପରେ ବି ବ୍ୟାଙ୍କ ଠକେଇ ବଢ଼ିଚାଲିଛି। ଠକମାନେ ସାଧାରଣ ଲୋକଙ୍କୁ ଠକିବାକୁ କିଛି ନା କିଛି ବାଟ ଖୋଜି ବାହାର କରୁଛନ୍ତି। ଠକେଇକୁ ଦୃଷ୍ଟିରେ ରଖି ସବୁଠୁ ବଡ଼ ସରକାରୀ ବ୍ୟାଙ୍କ…