Below header
Browsing Tag

science city

ବିଜ୍ଞାନକୁ ଲୋକପ୍ରିୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଭୁବନେଶ୍ୱରରେରେ ପ୍ରତିଷ୍ଠା ହେବ ସାଇନ୍‌ସ ସିଟି

ଭୁବନେଶ୍ବର(କେନ୍ୟୁଜ୍): ବିଜ୍ଞାନକୁ ଲୋକପ୍ରିୟ କରିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ରାଜ୍ୟରେ ପ୍ରତିଷ୍ଠା ହେବ ସାଇନ୍‌ସ ସିଟି। କୋଲକାତାରେ ଥିବା ସାଇନ୍‌ସ ସିଟି ଭଳି ଭୁବନେଶ୍ୱରରେ ସାଇନ୍‌ସ ସିଟି ପ୍ରତିଷ୍ଠା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଅନୁମୋଦନ କରିଛନ୍ତି। ଏଥି…