Below header
Browsing Tag

scientist died

ସ୍ପୁଟନିକ ଭି ଟିକା ତିଆରି କରିଥିବା ରୁଷ ବୈଜ୍ଞାନିକଙ୍କୁ ହତ୍ୟା, ଜଣେ ଗିରଫ

ରୁଷର କୋଭିଡ -୧୯ ଟିକା ସ୍ପୁଟନିକ ଭି ତିଆରି କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭଙ୍କୁ ହତ୍ୟା କରାଯାଇଛି । ରୁବାର ମସ୍କୋରେ ଥିବା ତାଙ୍କ ଘରୁ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ବେଲ୍ଟରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ରୁଷ ଗଣମାଧ୍ୟମ ରିପୋର୍ଟ ପ୍ରକାଶ ପାଇଛି। ଏହି…

କରୋନାରେ ଆଖି ବୁଜିଲେ ପ୍ରଖ୍ୟାତ ରିମୋଟ ସେନ୍‌ସିଂ ଓଡ଼ିଆ ବୈଜ୍ଞାନିକ ଶିବେନ୍ଦୁ ରାୟ

କେନ୍ୟୁଜ୍(ବ୍ୟୁରୋ):  ପରଲୋକରେ ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ଶିବେନ୍ଦୁ ଶଙ୍କର ରାୟ। କରୋନାରେ ସଂକ୍ରମିତ ହୋଇ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ଭଦ୍ରକରେ ଜନ୍ମଲାଭ କରିଥିବା ପ୍ରଖ୍ୟାତ…