‘କିଛି ଦେଶ ଆତଙ୍କବାଦୀଙ୍କୁ ଦେଉଛନ୍ତି ଆଶ୍ରୟ, ଏହା ବିଶ୍ୱବ୍ୟାପୀ ବିପଦ…’; ଏସ୍ସିଓ ସମ୍ମିଳନୀରେ ବର୍ଷିଲେ ପିଏମ୍…
ବିଶ୍ୱଶାନ୍ତି ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ। ସଂଘାଇ ସହଯୋଗ ସଙ୍ଗଠନ (ଏସ୍ସିଓ)ର ଭର୍ଚୁଆଲ ଶିଖର ସମ୍ମିଳନୀରେ ଆତଙ୍କବାଦ ବିରୋଧରେ ଖୁବ୍ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମିଳିତ ଭାବେ ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ପିଏମ୍ ଆହ୍ଵାନ କରିଛନ୍ତି।
ପ୍ରଧାନମନ୍ତ୍ରୀ…