Browsing Tag

seized chennai

ମାଲେସିଆରୁ ଚାଲାଣ ହେଉଥିବା ବେଳେ ଚେନ୍ନାଇ ଏୟାରପୋର୍ଟରୁ ଜବତ ହେଲା ବିରଳ ସରୀସୃପ

ଚେନ୍ନାଇ: ଚେନ୍ନାଇ ଏୟାରପୋର୍ଟରୁ ବିଦେଶରୁ ଆସିଥିବା କିଛି ଅଜଗର ଓ କିଛି ବଡ ଝିଟିପିଟିକୁ ଜବତ କରାଯାଇଛି । ଚେନ୍ନାଇ ଏୟାରପୋର୍ଟର କଷ୍ଟମ ଅଫିସରମାନେ ହିଁ ଏଗୁଡ଼ିକୁ ଜବତ କରିଛନ୍ତି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ଜବତ ହୋଇଥିବା ସରୀସୃପ ଗୁଡିକ ମଧ୍ୟରେ ରହିଛି ଗୋଟେ ସବୁଜ…