Browsing Tag

sell electronic product after 20 april

ଇ-କମର୍ସ କମ୍ପାନୀକୁ ମିଳିଲା ଆଶ୍ୱସ୍ତି : ଏଥର ୨୦ ଏପ୍ରିଲରୁ ଅନଲାଇନରେ ବିକ୍ରି ହେବ ମୋବାଇଲ, ଟିଭି, ଲାପଟପ୍‌

କରୋନା ଭାଇରସ ସଂକ୍ରମଣ ବଢିବା ଆଶଙ୍କାରେ ଲକଡାଉନର ଅବଧିକୁ ମେ ୩ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ଲକଡାଉନ ଯୋଗୁଁ ଭାରତରେ ମୋବାଇଲ ହେଉ ଅବା ଅନ୍ୟ କୌଣସି ବୈଦ୍ୟୁତିକ ଗ୍ୟାଜେଟ ସବୁର ବିକ୍ରିକୁ ବନ୍ଦ କରିଦିଆଯାଇଛି। କିନ୍ତୁ ଏହାମଧ୍ୟରେ ଏକ ଘୁସି ଖବର ଭାରତୀୟଙ୍କ ପାଇଁ ଆସିଛି। ଇ-କମର୍ସ…