Browsing Tag

selwa hussain

ବିନା ହାର୍ଟରେ ବଞ୍ଚିଛନ୍ତି ଏହି ବ୍ୟକ୍ତି, ଆଉ ଜଣେ ତ ବ୍ୟାଗ୍‌ରେ ଧରି ବୁଲୁଛନ୍ତି ହୃଦୟ; ଜାଣନ୍ତୁ ଏମାନଙ୍କ କାହାଣୀ

ହାର୍ଟ ବା ହୃତ୍‌ପିଣ୍ଡ, ଶରୀରର ଏକ ଏଭଳି ଅଙ୍ଗ ଯାହା ମଣିଷକୁ ଜୀବିତ ରଖିଥାଏ। ଶରୀରର ସବୁ ଅଙ୍ଗ ଅଚଳ ହୋଇଗଲେ ଚଳିବ, କିନ୍ତୁ ହାର୍ଟ ଚାଲୁଥିବା ଦରକାର। ଥରେ ଯଦି ଏହି ହାର୍ଟ ବିଟ୍‌ ବନ୍ଦ ହୋଇଯାଏ ତେବେ ବ୍ୟକ୍ତିକୁ ମୃତ ବୋଲି ଘୋଷିତ କରାଯାଏ। କିନ୍ତୁ ଜଣେ ଏମିତି ବି ବ୍ୟକ୍ତି ଅଛନ୍ତି,…