Browsing Tag

sesha kishan marriage

ଜର୍ମାନୀରୁ ଫେରି ଓଡ଼ିଶାରେ ରହିବେ ଶେଷ କିସାନ, ନିଜ ନାମରେ ଖୋଲିବେ ମେଡିସିନ କମ୍ପାନୀ

ରେଢାଖୋଲ(କେନ୍ୟୁଜ୍): ମେଡିସିନ କମ୍ପାନୀ ଖୋଲିବେ ଯୁବ ବୈଜ୍ଞାନିକ ଶେଷ କିସାନ । ଜର୍ମାନୀରୁ ଫେରି ଓଡ଼ିଶାରେ ରହିବେ ଶେଷ କିସାନ । ଡ. ଶେଷ କିସାନ ଫାର୍ମା ପ୍ରାଇଭେଟ ଲିମିଟେଡ଼ ନାଁରେ ଓଡ଼ିଶାରେ ଏକ ଫାର୍ମା କମାନୀ ଲଞ୍ଚ କରିବେ। ଆଗାମୀ ୪ମାସ ଭିତରେ କାମ ଆରମ୍ଭ ହେବ। ନିଜ କମ୍ପାନୀକୁ…

ଶେଷ କିଷାନଙ୍କ ବାହାଘର ସରିଲା ଆଜି ଭୋଜି, ପତ୍ନୀଙ୍କ ସହଯୋଗରେ ସ୍ୱପ୍ନ ପୂରଣ କରିବାକୁ ଲକ୍ଷ୍ୟ

ରେଢ଼ାଖୋଲ (କେନ୍ୟୁଜ୍‌): ବଡ଼ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଯୁବ ବୈଜ୍ଞାନିକ ଶେଷ କିଷାନ୍‌ଙ୍କ ବାହାଘର । ଗତକାଲି ରାତିରେ ବାଲେଶ୍ୱର ଝିଅ ଜୟଶ୍ରୀଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି । ଗାଈ ଚରାଳିରୁ ବୈଜ୍ଞାନିକ ପାଲଟିଥିବା ଶେଷଦେବ ବର ବେଶରେ ସଜେଇ ହୋଇ ପାରମ୍ପରିକ ବାଦ୍ୟ ସହ ଡିଜେର ତାଳେ ତାଳେ…

ସଜେଇ ହେଲାଣି ବାଲାସିଂଘା ଗାଁ ଓ କଲ୍ୟାଣ ମଣ୍ଡପ, ଯୁବ ବୈଜ୍ଞାନିକ ଶେଷ କିଷାନଙ୍କ ବାହାଘର ପ୍ରସ୍ତୁତି ଶେଷ…

ରେଢାଖୋଲ(କେନ୍ୟୁଜ୍): ବିବାହ ବନ୍ଧନରେ ବାନ୍ଧି ହେବେ ଶେଷ କିଷାନ। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଶେଷ କିଷାନ ଆସନ୍ତା ୨୨ ତାରିଖରେ ରେଢାଖୋଲ ସହର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ବିବାହ କରିବେ। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର…

ଶେଷ କିସାନଙ୍କୁ ମିଳିଲା ଜୀବନ ସାଥୀ,କଲେ କୋର୍ଟ ମ୍ୟାରେଜ

ରେଢାଖୋଲ(କେନ୍ୟୁଜ୍): ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବଲାସିଙ୍ଗା ଗ୍ରାମର ଯୁବ ବୈଜ୍ଞାନିକ ଶେଷ କିସାନ ସରକାରୀ ନିୟମ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳର ଜୟଶ୍ରୀ ଜେନାଙ୍କୁ ରେଢାଖୋଲ କୋର୍ଟରେ ବିବାହ କରିଛନ୍ତି।ଏହା ସହିତ ଆସନ୍ତା ୨୨ ତାରିଖରେ  ବୈଦିକ ରୀତିନୀତି…