Below header
Browsing Tag

sevayat begging

ରାସ୍ତାର ଭିକାରୀ ପାଲଟିଲେ ବରିଷ୍ଠ ସେବାୟତ, ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ମାଗିଲେ ଭିକ୍ଷା

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଜଣେ ବରିଷ୍ଠ ସେବାୟତ ହରିହର ସିଂହାରୀ ଭିକ୍ଷା ମାଗୁଥିବାର ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ଚଢ଼ି ମହାପ୍ରଭୁଙ୍କ ବେଶ କରିବାର ଅଧିକାର ରହିଥିବା ଏଭଳି ଜଣେ ବରିଷ୍ଠ ସିଂହାରୀ ସେବାୟତ ପରିଣତ ବୟସରେ ଭିକ୍ଷା ବୃତ୍ତି କରିବା…