Browsing Tag

severe accident

ଅଳ୍ପକେ ବର୍ତ୍ତିଲେ ବର କନ୍ୟା, ଭାରସାମ୍ୟ ହରାଇ ଜେସିବିରେ ପିଟିହେଲା ବର କାର

ରେଢାଖୋଲ (କେନ୍ୟୁଜ୍‌) : ଅଳ୍ପକେ ବର୍ତ୍ତିଲେ ବର କନ୍ୟା। ବିବାହ ସାରି ସଂଧ୍ୟା ୭ ଘଟିକା ସମୟରେ ଫେରୁଥିବା ବେଳେ ଅଘଟଣ। ଭାରସାମ୍ୟ ହରାଇ କିସିଣ୍ଡା ଥାନା ନିକଟସ୍ଥ ହିରାଲୋଇ ଠାରେ ଏକ ଜେସିବି ମେସିନରେ ଆଗପଟରୁ ପିଟିଲେ ଡ୍ରାଇଭର। କିନ୍ତୁ ସୌଭାଗ୍ୟବସତଃ ଅଳ୍ଳ୍ପକେ ବର୍ତ୍ତି ଯାଇଛନ୍ତି ବର…