Browsing Tag

sfts virus in china

କରୋନା ପରେ ଚୀନ୍‌ରେ ଦେଖା ଦେଲାଣି ଆଉ ଏକ ନୂଆ ଭାଇରସ୍‌ ଏସଏଫ୍‌ଟିଏସ୍‌‌, ମଲେଣି ୭ ଲୋକ, ୬୦ ଆକ୍ରାନ୍ତ

 ବେଜିଂ : ଚୀନ୍‌ର ବୁହାନ୍‌ ସହରରୁ ସୃଷ୍ଟ କରୋନା ଭାଇରସ୍‌ ବିଶ୍ୱର ୨୦୦ ଦେଶକୁ କବଳିତ କରିଛି । ଏଥିରେ ଆମେରିକା, ବ୍ରିଟେନ୍‌ ଓ ଋଷ ଭଳି ଦେଶ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଭାରତ ଓ ବ୍ରାଜିଲ୍‌ରେ ଏବେ ପ୍ରତିଦିନ କରୋନା ମାମଲା ରେକର୍ଡ ସଂଖ୍ୟକ ଆସୁଛି । ଚୀନ୍‌ରେ କରୋନା ଭାଇରସ୍‌…