Browsing Tag

SG 58 Flight

ଦୁବାଇରୁ ଜୟପୁର ଆସୁଥିବା ପ୍ଳାଇଟର ଫାଟିଗଲା ଟାୟାର, ଦେଖନ୍ତୁ ଏହି ଭିଡିଓ

ଦୁବାଇରୁ ଜୟପୁର ଆସିଥିବା ସ୍ପାଇସଜେଟ୍ ର ଫ୍ଳାଇଟ୍ ସଂଖ୍ୟା ଏସଜି ୫୮ର ଟାୟାର ହଠାତ୍ ଫାଟିଯାଇଥିବା ଜଣାପଡିଛି। ଯାହା କାରଣରୁ ଜୟପୁର ଏୟାରପୋର୍ଟରେ ସକାଳ ୯ଟା ୩ ମିନିଟ୍ ରେ ବିମାନର ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିବାକୁ ପଡିଥିଲା । ବିମାନରେ ପାଖାପାଖି ୧୮୯ ଯାତ୍ରୀ ଯାତ୍ରା କରୁଥିଲେ ।…