Below header

ଦୁବାଇରୁ ଜୟପୁର ଆସୁଥିବା ପ୍ଳାଇଟର ଫାଟିଗଲା ଟାୟାର, ଦେଖନ୍ତୁ ଏହି ଭିଡିଓ

ଦୁବାଇରୁ ଜୟପୁର ଆସିଥିବା ସ୍ପାଇସଜେଟ୍ ର ଫ୍ଳାଇଟ୍ ସଂଖ୍ୟା ଏସଜି ୫୮ର ଟାୟାର ହଠାତ୍ ଫାଟିଯାଇଥିବା ଜଣାପଡିଛି। ଯାହା କାରଣରୁ ଜୟପୁର ଏୟାରପୋର୍ଟରେ ସକାଳ ୯ଟା ୩ ମିନିଟ୍ ରେ ବିମାନର ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରିବାକୁ ପଡିଥିଲା । ବିମାନରେ ପାଖାପାଖି ୧୮୯ ଯାତ୍ରୀ ଯାତ୍ରା କରୁଥିଲେ । କିନ୍ତୁ ବିମାନରେ ଯାତ୍ରା କରୁଥିବା କୌଣସି ବି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଜଣାପଡିଛି। କେଉଁ କାରଣରୁ ଏପରି ଏକ ଅଘଟଣ ଘଟିଲା ତାହାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ଭିଡିଓ :

video courtesy : Amar Ujala

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.