ଗଞ୍ଜେଇ ମାଫିଆଙ୍କୁ ଧରିବା ବେଳେ ସହିଦ୍ ହୋଇଥିବା ହୋମଗାର୍ଡଙ୍କ ଗାର୍ଡ ଅଫ୍ ଅନର ସହ ଶେଷକୃତ ସମ୍ପନ୍ନ
ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୩୬ ଗଞ୍ଜେଇ ମାଫିଆ ଗିରଫ। ସୂଚନା ମୁତାବକ ସମସ୍ତ ମାଫିଆ ନବରଙ୍ଗପୁର ଜିଲ୍ଲାର କଷାଗୁମୁଡ଼ା ଅଞ୍ଚଳର । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି SP ଋଷିକେଶ ଦୟାନନ୍ଦ ଖିଲାରୀ। ରିପୋର୍ଟ ଅନୁଯାୟୀ ଗତକାଲି ଗଞ୍ଜେଇ କାଉଡ଼ିଆଙ୍କୁ…