Below header
Browsing Tag

shahid jawan

ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର, ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ

ବରଗଡ଼(କେନ୍ୟୁଜ୍): ଜନ୍ମମାଟିରେ ସହିଦ ଓଡ଼ିଆ ଯବାନଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ମଧ୍ୟାହ୍ନରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ ପହଞ୍ଚିବା ପରେ…

ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦ ଦେବାଶିଷ ସେଠୀଙ୍କ ମରଶରୀର

ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦଙ୍କ ମରଶରୀର । ଅନୁଗୁଳ ଜିଲ୍ଲା କିଶୋରନଗର ଅଙ୍ଗପଡ଼ା ଗାଁର ସହିଦ ଦେବାଶିଷ ସେଠୀଙ୍କୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଥିଲା । ମାଟିର ପୁଅକୁ ହରାଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆଜି ଗାର୍ଡ ଅଫ ଅନର ଦେବା ସହ ସହିଦଙ୍କ ମରଶରୀରକୁ ଗାଁ…