ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦ ଦେବାଶିଷ ସେଠୀଙ୍କ ମରଶରୀର

ଅନୁଗୁଳ: ଗାଁ ମାଟିରେ ମିଶିଲା ସହିଦଙ୍କ ମରଶରୀର । ଅନୁଗୁଳ ଜିଲ୍ଲା କିଶୋରନଗର ଅଙ୍ଗପଡ଼ା ଗାଁର ସହିଦ ଦେବାଶିଷ ସେଠୀଙ୍କୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଥିଲା ।

ମାଟିର ପୁଅକୁ ହରାଇ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଆଜି ଗାର୍ଡ ଅଫ ଅନର ଦେବା ସହ ସହିଦଙ୍କ ମରଶରୀରକୁ ଗାଁ ପରିକ୍ରମା କରାଯାଇଥିଲା। ଗାର୍ଡ ଅଫ ଅନରରେ ବିଧାୟକଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.