Browsing Tag

Sharda Peeth

ପିଓକେର ଶାରଦା ପୀଠରେ ୭୨ ବର୍ଷ ପରେ ଜଳିଲା ଦୀପ, ହଙ୍ଗକଙ୍ଗ୍‌ରୁ ଆସି ଦମ୍ପତି କଲେ ପୂଜାର୍ଚ୍ଚନା

ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଥିବା ପ୍ରାଚୀନ ହିନ୍ଦୁ ମନ୍ଦିର ଏବଂ ସାଂସ୍କୃତିକ ସ୍ଥଳ ଶାରଦା ପୀଠରେ ୭୨ ବର୍ଷ ପରେ ପୂଜା ହୋଇଛି। ହଙ୍ଗକଙ୍ଗ୍‌ର ଜଣେ ହିନ୍ଦୁ ଦମ୍ପତି ଏହି ପୂଜା କରିଛନ୍ତି। ପୂଜା ପାଇଁ ସେଭ୍ ଶାରଦା କମିଟି ଏବଂ ପିଓକେର ଲୋକେ ସହଯୋଗ କରିଥିଲେ। ପାକିସ୍ତାନ ସରକାର…