Browsing Tag

shiv tandab

ନିର୍ଭୟା ପିଶାଚଙ୍କ ଫାଶୀ ତାରିଖ ଟଳିବା ନେଇ କିନ୍ନର ସମାଜର ଅଭିନବ ପ୍ରତିବାଦ, ଶିବ ମନ୍ଦିରରେ କଲେ ତାଣ୍ଡବ ନୃତ୍ୟ

ଉତ୍ତରପ୍ରଦେଶ: ନିର୍ଭୟା କାଣ୍ଡର ଦୋଷୀମାନଙ୍କ ଫାଶୀର ତାରିଖ ଘୁଞ୍ଚିବା ନେଇ ଗର୍ଜିଲେ ବଲିଆର କିନ୍ନର ସମାଜ। ଏହି ଫାଶୀ ତାରିଖ ଘୁଞ୍ଚିବା କଥା ଶୁଣି ଏହାକୁ ନାପସନ୍ଦ କରିବା ସହ ମାଲଗୋଦାମ ରୋଡ ସ୍ଥିତ ଶିବ ମନ୍ଦିରରେ ପହଞ୍ଚି ଶିବ ତାଣ୍ଡବ ନୃତ୍ୟ କରିଥିଲେ। ଏହାକୁ ଦେଖି ଶିବ ମନ୍ଦିରରେ ଅନେକ…