Browsing Tag

showroom

ସିକ୍ୟୁରିଟି ଗାର୍ଡଙ୍କ ହାତଗୋଡ଼ ବାନ୍ଧିଲେ: କାର୍‌ ଶୋ’ ରୁମ୍‌ ଭିତରେ ପଶି ଟଙ୍କା ବାକ୍ସ ଲୁଟି ନେଲେ

ରାଉରକେଲା: ସୁରକ୍ଷା କର୍ମୀଙ୍କୁ ବାନ୍ଧୀ ତାଡିନେଲେ କ୍ୟାସ ବାକ୍ସ । ରାଉରକେଲା ବେଦବ୍ୟାସ ଅଞ୍ଚଳରୁ ଏପରି ଲୁଟ୍ ହୋଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ନିକଟସ୍ଥ ଏକ ଗାଡ଼ି ଶୋ ରୁମରୁ କ୍ୟାସ ବାକ୍ସ ତାଡିନେଲେ ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ୩ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ସୋରୁମ୍ ରେ…

ଇଲେକ୍ଟ୍ରୋନିକ୍ସ ସୋ’ ରୁମରେ ଭୟଙ୍କର ଅଗ୍ନିକାଣ୍ଡ : ୩ ଜୀବନ୍ତ ଦଗ୍ଧ, ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ସୋ' ରୁମରେ ଅଗ୍ନିକାଣ୍ଡ ହୋଇଛି । ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ଏପରିକି ସୋ' ରୁମ…