Browsing Tag

shubh sanket

ଆପଣଙ୍କ ଘରେ ମୂଷା ଅଛନ୍ତି କି, ତେବେ ଜାଣନ୍ତୁ ଏମାନେ ସାଜିପାରନ୍ତି ଆପଣଙ୍କ ପାଇଁ ବିନାଶର କାରଣ

ଘରେ ମୂଷା ରହିବା କିମ୍ବା ଦେଖାଯିବା ସାଧାରଣ କଥା। ଏଥିସହ ଭଗବାନ ଗଣେଶଙ୍କ ବାହନ ହୋଇଥିବା କାରଣରୁ ମୂଷାକୁ ବି ପୂଜା କରାଯାଏ। କିନ୍ତୁ ଏହି ମୂଷା ଅନେକ ଅଶୁଭ ଘଟଣାର ସଂକେତ ଦେଇଥାଏ। ଘରେ ବହୁତ ମୂଷା ଦେଖାଯିବା, ମୂଷା ମରିପଡିବା କିମ୍ବା ସେମାନଙ୍କର ଅଜବ ବ୍ୟବହାର ଅନେକ ଶୁଭ ଅଶୁଭ ଘଟଣାର…