Below header
Browsing Tag

shutdown for 9 days

ନୂଆପଡା ଖଡିଆଳକୁ ୧୬ରୁ ୨୧ ପର୍ଯ୍ୟନ୍ତ ସଟଡାଉନ ଘୋଷଣା, ବଣିକ ସଂଘ ନେଲା ନିଷ୍ପତ୍ତି

ନୂଆପଡା (କେନ୍ଯୁଜ ବ୍ଯୁରୋ) : ନୂଆପଡାରେ ଦିନକୁ ଦିନ ବଢୁଛି ସଂକ୍ରମଣ । ବର୍ତ୍ତମାନ ଜିଲ୍ଲାରେ ୧୧ଶହ ଆକ୍ଟିଭ୍‌ କେସ୍‌ ରହିଛି । ଜିଲ୍ଲାରେ ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ଛତିଶଗଡ ସୀମାନ୍ତ ଖଡିଆଳ ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ୧୬ରୁ ୨୧ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।…