ଖରାପ ରିଲେସନ୍ସିପ୍ ଯୋଗୁ ବିଗିଡ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଦେଖାଦେଇପାରେ ଏସବୁ ଗମ୍ଭୀର ରୋଗ
ରିଲେସନ୍ସିପ୍ରେ ରହିବା ପରେ ସମସ୍ତେ ଚାହାନ୍ତି ପାର୍ଟନର ସହ ତାଙ୍କର ଯେମିତି ପାଟିତୁଣ୍ଡ ନ ହେଉ। ଖୁସିରେ ଜୀବନ କାଟିବାକୁ ଉଭୟ ଚେଷ୍ଟା କରିଥାନ୍ତି। ସମ୍ପର୍କକୁ ମଜଭୁତ କରିବା ଓ ପରସ୍ପର ସହ ଖୁସିରେ ରହିବା ଖୁବ୍ ସହଜ, କିନ୍ତୁ ସମୟ ସହ କେତେକ କଥା ସହ ବୁଝାମଣା କରି ଚଳିବାକୁ ପଡ଼େ।…