ଅଦା ଚା’ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଦେଖାଦେଇପାରେ ଏହି ୫ଟି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା
ଶୀତ ଦିନ ହେଉ ବା ଖରାଦିନ ଅଧିକାଂଶ ମହିଳା ଅଦା ଚା’ ପିଇବାକୁ ସବୁ ବେଳେ ପସନ୍ଦ କରିଥାନ୍ତି। ଅଦା ଚା’ର ସ୍ୱାଦ ଖୁବ୍ ଟେଷ୍ଟି ହୋଇଥିବା ବେଳେ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ଭିଟାମିନ୍ ସି, ମ୍ୟାଗ୍ନେସିୟମ୍ ଓ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଅଦା ଚା’ ସ୍ୱାସ୍ଥ୍ୟ…