Below header
Browsing Tag

sidhi

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: କେନାଲରୁ ଉଦ୍ଧାର ହେଲାଣି ୪୮ ମୃତଦେହ

ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ମଙ୍ଗଳବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ଯାତ୍ରୀବାହୀ ବସ୍ କେନାଲ ମଧ୍ୟକୁ ଖସି ପଡ଼ିବାରୁ ପ୍ରାୟ ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ୭ଜଣ ଯାତ୍ରୀ ପହଁରି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି। ତେବେ ବସ୍ଟି ପାଣି ଭିତରେ…