Below header
Browsing Tag

sikkim flood

ରଖିବ ହରି ତ ମାରିବ କିଏ: ସିକ୍କିମ ବନ୍ୟାରୁ ଜୀବନ ବଞ୍ଚାଇ ଓଡିଶା ଫେରିଲେ ୪ ଓଡ଼ିଆ

ଆନନ୍ଦପୁର(କେନ୍ୟୁଜ୍): ରଖିବ ହରି ତ ମାରିବ କିଏ । ଭଗବାନ ଯାହାର ଜୀବନ ରଖିବେ ତା ଜୀବନ ବା କିଏ ନବ? ଯେତେ ବଡ ପ୍ରଳୟ ଆସୁ ପଛେ । ଠିକ୍ ଏମିତି କିଛି ଘଟିଛି ୪ ଓଡିଆଙ୍କ କ୍ଷେତ୍ରରେ । କିଛି ଦିନ ତଳେ ସିକ୍କିମରେ ସୃଷ୍ଟି ହୋଇଥିବା ବନ୍ୟା ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଘରେ ପହଞ୍ଚିବା ପରେ…

ଘରେ ପହଞ୍ଚିଲେ ସିକ୍କିମ୍ ରେ ଫସି ରହିଥିବା ଗୋପ ବ୍ଳକର ନଫିଶା ଜାହଁ, ବଖାଣିଲେ ଛାତିଥରା କାହାଣୀ

ଗୋପ(କେନ୍ୟୁଜ୍): କି ଭୟଙ୍କର ଥିଲା ସେ ସମୟ । ମୋ ସମ୍ମୁଖରେ ଖାଲି ଭାସିଯାଉଥାନ୍ତି ଶବ ଗୁଡାକ । ଲୋକଙ୍କ ଜୀବନ ବିକଳ ଚିତ୍କାର ଶୁଣି ମୁଁ ହତବାକ୍ ହୋଇଯାଉଥାଏ । ତା ସାଙ୍ଗକୁ ବାଦଲ ଫଟା ବର୍ଷାର କରାଳ ରୂପ । ଲାଗୁନଥିଲା ବଞ୍ଚିବି ବୋଲି । କେବେ ବି ଜୀବନରେ ଭୂଲି ପାରିବି ନାହିଁ ସେହି…

ସିକିମ ବନ୍ୟାରେ ସେନାର ଭାସିଯାଇଥିବା ଗୋଳାବାରୁଦ ବିସ୍ଫୋରଣ, ୫ ମୃତ

ସିକିମ୍‌ ବାଦଲ ଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ପରେ ତୀସ୍ତା ନଦୀ କୂଳରେ ବିସ୍ଫୋରଣ ହୋଇଛି । ନଦୀ କୂଳରେ ମୋର୍ଟାର ସେଲ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ପିଲା ସହିତ ୫ ଜଣଙ୍କର ଜୀବନ ଚାଲିଯାଇଛି । ବିସ୍ଫୋରଣର ଭିଡିଓ ସାମ୍ନାକୁ ଆସିଛି । ପ୍ରଶାସନ ପକ୍ଷରୁ ଚେତାବନୀ ଜାରି…

ପୁଅକୁ ଫେରାଇ ଆଣିବା ପାଇଁ ବାହୁନି ବାହୁନି କାନ୍ଦୁଛି ମା’, ସିକ୍କିମ ବନ୍ୟାରେ ୩ ଛାତ୍ର ନିଖୋଜ

କାନ୍ଦି କାନ୍ଦି ମା’ ଆଖିରୁ ଲୁହ ଶୁଖୁନି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ପୁଅର ଫେରିବା ବାଟକୁ ଚାହିଁ ବସିଛି ମା’ । ବାହୁନି ବାହୁନି କାନ୍ଦୁଛି ମା’ । ପୁଅ ଫେରିବ କି ନାହିଁ କହି ହେଉନି । କାରଣ ପୁଅ ସିକ୍କିମ ବୁଲିବାକୁ ଯାଇଥିଲା ତାର ସାଙ୍ଗମାନଙ୍କ ସହିତ କିନ୍ତୁ ବନ୍ୟା…

ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ, ଏଯାଏଁ ମିଳୁନି ପତ୍ତା

ଢେଙ୍କାନାଳ (କେନ୍ୟୁଜ): ସିକ୍କିମ ବନ୍ୟାରେ ଢେଙ୍କାନାଳର ୩ ଛାତ୍ର ନିଖୋଜ । ସାଙ୍ଗ ହୋଇ ୭ ଜଣ ବନ୍ଧୁ ସିକ୍କିମ ଯାଇଥିବା ବେଳେ ବନ୍ୟା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହି ସାତ ଜଣଙ୍କ ମଧ୍ୟରୁ ଢେଙ୍କାନାଳର ୩ଜଣ, ଚୌଦ୍ବାର ଓ ଭୁବନେଶ୍ବରରୁ ୨ ଜଣେ ଲେଖାଏ ଛାତ୍ର ଅଛନ୍ତି । ଏମାନେ…

ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା: ୨୩ ଯବାନଙ୍କ ସମେତ ୧୨୦ ନିଖୋଜ; ୧୪ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ (କେନ୍ୟୁଜ): ପାହାଡି ରାଜ୍ୟ ସିକିମରେ ବାଦଲଫଟା ବର୍ଷା ଓ ଫ୍ଲାସଫ୍ଲଡରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ନିଖୋଜ ହୋଇଛନ୍ତି ୧୨୦ରୁ ଅଧିକ । ଏମାନଙ୍କ ଭିତରେ ଅଛନ୍ତି ସେନାର ୨୩ ଯବାନ । ହଠାତ୍ ପାଣି ମାଡି ଆସିବାରୁ ୨୩ ଯବାନ ଭାସି…

ସିକିମରେ ବନ୍ୟା ପାଣିରେ ଭାସି ଓଡ଼ିଆ ଯବାନ ନିଖୋଜ ; ୭ ମାସ ତଳେ କରିଥିଲେ ବିବାହ

(କେନ୍ୟୁଜ): ସିକିମରେ ବନ୍ୟା ପାଣିରେ ଭାସି ନିଖୋଜ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି। ନିଖୋଜ ଓଡ଼ିଆ ଯବାନ କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁର ହାବିଲଦାର ସରୋଜ କୁମାର ଦାସ । ୨୦୧୨ରୁ ସେନାରେ EME ଯବାନ ଭାବେ ନିଯୁକ୍ତି ପାଇଥିଲେ । ଗତ ସାତ ମାସ ହେବ ବିବାହ କରିଛନ୍ତି ସରୋଜ…