Browsing Tag

similipal reserve forest

ଆଜିଠୁ ଖୋଲିଲା ଶିମିଳିପାଳ, ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ

ଭୁବନେଶ୍ୱର : ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି । ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ୨୦୦ ଶହରୁ ଅଧିକ ପର୍ଯ୍ୟଟକ ପ୍ରବେଶ କରିଛନ୍ତି । ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ପ୍ରଥମ ଦିନରେ…

ନିଆଁ କବଳରେ ଶିମିଳିପାଳ, ବିପଦରେ ଜୀବଜନ୍ତୁ

କରଞ୍ଜିଆ (କେନ୍ୟୁଜ ) : ଜଳୁଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟର ୧୩ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୮ଟି ପଏଣ୍ଟରେ ନିଆଁ ଲାଗିଛି । ଦକ୍ଷିଣ ଶିମିଳିପାଳର ୫ଟି ପଏଣ୍ଟରେ ଜଳୁଛି ଜଙ୍ଗଲ । ତାଳ ବନ୍ଦ ଓ ଡୁକୁରା ରେଞ୍ଜରେ ନିଆଁ ଲାଗିଥିବା RCCFର ସୂଚନା । ନିଆଁ କୁ ଆୟତ୍ତ…