Browsing Tag

sixth phase elections

ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୮ଟି ରାଜ୍ୟର ୫୮ଟି ଲୋକସଭା କ୍ଷେତ୍ରରେ ଚାଲିଛି ଭୋଟ୍ ଗ୍ରହଣ

ନୂଆଦିଲ୍ଲୀ : ଆଜି ଦେଶରେ ଷଷ୍ଠ ପର୍ଯ୍ୟାୟ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଦେଶର ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୫୮ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ଷଷ୍ଠ ପର୍ଯ୍ୟାୟରେ ବିହାରର ୮ଟି, ହରିଆଣାର ସମସ୍ତ ୧୦ଟି, ଜମ୍ମୁକଶ୍ମୀରର ଗୋଟିଏ, ଝାଡଖଣ୍ଡର ୪ଟି,…