Below header
Browsing Tag

skelitron found

ବାଲେଶ୍ୱର: ବଲ୍‌ ଖୋଜୁ ଖୋଜୁ ବାଲିଗଦାରୁ ବାହାରିଲା ମଣିଷ ଖପୁରୀ, ପୋଲିସର ତଦନ୍ତ ଜାରି

ବାଲେଶ୍ବର(କେନ୍ୟୁଜ୍):ବାଲିଗଦା ଭିତରୁ ବାହାରିଲା ମଣିଷ ଖପୁରୀ । ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଆଇଟିଆଇ ପଡ଼ିଆରେ ଗଦା ହୋଇଥିବା ବାଲି ଭିତରୁ ଖପୁରୀ ବାହାରିଛି । ପଡ଼ିଆରେ ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ହଠାତ୍‌ ଖପୁରୀ ଦେଖି ଭୟଭୀତ ହୋଇଥିଲେ । ପଡ଼ିଆରେ ନିର୍ମାଣାଧୀନ ଇଣ୍ଡୋର ଷ୍ଟାଡିୟମ…