Browsing Tag

smart card

ଝାରସୁଗୁଡ଼ାବାସୀଙ୍କୁ ୩୧୨ କୋଟିର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ

ଝାରସୁଗୁଡା (କେନ୍ଯୁଜ୍): ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ଝାରସୁଗୁଡା । ଝାରସୁଗୁଡ଼ାବାସୀଙ୍କୁ ୩୧୨ କୋଟିର ଭେଟି । ଝାରସୁଗୁଡ଼ା ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ । ଭିସିରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲ୍‌ଥ…