Browsing Tag

smilie suri pole dance

ୟେ କ’ଣ ପିନ୍ଧି କି ଡ୍ୟାନ୍ସ କରୁଛନ୍ତି ଆଲିଆ ଭଟ୍ଟଙ୍କ କଜିନ ? ଖୁବ ଭାଇରଲ ହେଉଛି ଏହି ଭିଡ଼ିଓ

ଲକଡାଉନ ସମୟରେ ଏବେ ଆମେ ସମସ୍ତେ ଘରେ ଅଛୁ। କିନ୍ତୁ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଜିନ ସ୍ମାଇଲି ସୁରି ବହୁତ ଅଲଗା ଢଙ୍ଗରେ ସମୟ ବିତାଉଛନ୍ତି। ସ୍ମାଇଲି ଜଣେ ପୋଲ ଡ୍ୟାନ୍ସର। ଏବେ ଏବେ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ଅଜବ…