Below header
Browsing Tag

smruti erani

ଆମେଠିରେ ସ୍କୁଟିରେ ବୁଲି ବୁଲି ପ୍ରଚାର କରୁଛନ୍ତି ସ୍ମୃତି ଇରାନୀ, ଆଜି ଭରିବେ ନାମାଙ୍କନ

ଲୋକସଭା ନିର୍ବାଚନ ପାଇଁ ସବୁଦଳର ନେତା ପ୍ରଚାର ପାଇଁ ଲାଗିପଡିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶାଢି ପିନ୍ଧି ହେଲମେଟ ଲଗାଇ ସ୍କୁଟିରେ ପ୍ରଚାର କରୁଥିବାର ନଜର ଆସିଛନ୍ତି । ୪୮ ବର୍ଷୀୟ ସ୍ମୃତି ଇରାନୀ ଲୋକଙ୍କ ସହିତ ସେଲଫି ନେଉଥିବାର ନଜର ଆସିଛନ୍ତି । ଏହାସହିତ…

ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି ବିଦେଶୀ ଶକ୍ତି : ସ୍ମୃତି ଇରାନୀ

ନୂଆଦିଲ୍ଲୀ : ବିଦେଶୀ ଶକ୍ତି ଭାରତର ଗଣତନ୍ତ୍ରକୁ ନଷ୍ଟ କରିବାକୁ ଚାହୁଁଛନ୍ତି ଓ ଆମେରିକାର ଆରବପତି ଜର୍ଜ ସୋରସ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଛବିକୁ ନଷ୍ଟ କରିବାକୁ ଚାହୁଁଛନ୍ତ ବାଲି କେନ୍ଦ୍ର ମନ୍ତ୍ରୀ ସ୍‌ୃତି ଇରାନୀ ଆଜି ଏଠାରେ ପ୍ରକାଶ କରିଛନ୍ତି । ତେଣୁ ସମସ୍ତ ଭାରତୀୟ ଏଥିପାଇଁ…

ରାଜ୍ୟ ସରକାରଙ୍କୁ ସ୍ମୃତି ଇରାନୀଙ୍କ ସମାଲୋଚନା ‘ଆୟୁଷ୍ମାନ ଯୋଜନାରେ କାହିଁକି ସାମିଲ ହେଉନି ରାଜ୍ୟ’

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା । ରାଜ୍ୟ ସରକାର କାହିଁକି ଆୟୁଷ୍ମାନ ଯୋଜନା ଲାଗୁ କରିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି ଏହି ଯୋଜନା ଦ୍ୱାରା ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ମିଳିପାରିବ । ହେଲେ ରାଜ୍ୟ…