କାମ କରିବା ବେଳେ ଧସିଲା ମାଟି ଅତଡ଼ା, ୩ ଶ୍ରମିକଙ୍କ ମୃତ୍ୟୁ
ଯାଜପୁର (କେନ୍ୟୁଜ): ଯାଜପୁରରେ ଅଘଟଣ । କାମ ବେଳେ ଧସିଲା ମାଟି ଅତଡ଼ା । ଫଳରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଲକୁଣ୍ଡ ଥାନା କପିଳା ପଞ୍ଚାୟତ ରାହାସ ଗୁହାଳି ଗାଁରେ ଘଟିଛି ଏହି ଅଘଟଣ ।
ସୂଚନା ଅନୁସାରେ ବିଞ୍ଝାରପୁରର ଅଳକୁଣ୍ଡ ଅଞ୍ଚଳରେ ପାନୀୟ ଜଳ…