Below header
Browsing Tag

sonbhadra

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା:  ୫୦ ଫୁଟ ଖାଇକୁ ଖସିଲା ବସ୍‌, ୨୧ ଯାତ୍ରୀ ଗୁରୁତର

ସୋନଭଦ୍ରା ଜିଲ୍ଲା ଚୋପନ ଥାନା ଅନ୍ତର୍ଗତ ମାରକୁଣ୍ଡି ଘାଟିରେ ବସ୍‌ ଓଲଟି ୨୧ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ବସ୍‌ଟି ୫୦ ଫୁଟ ତଳକୁ ଖସିପଡିଥିବାର ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା…

ସୋନଭଦ୍ର ପୀଡିତଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବା ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲା ୟୁପି ପୋଲିସ, ଧାରଣାରେ…

ସୋନଭଦ୍ର ଗସ୍ତ ସମୟରେ ଅଧା ବାଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ୟୁପି ପୋଲିସ୍ । ଯାହା ଫଳରେ ବିଚ୍ ରାସ୍ତାରେ ଦେଖାଦେଇଥିଲା ଉତ୍ତେଜନା । ୟୁପି ପୋଲିସର ଏପରି କାର୍ଯ୍ୟକଳାପକୁ ବିରୋଧ କରି କିଛି ସମୟ ଧାରଣାରେ ବସିଥିଲେ ପ୍ରିୟଙ୍କା । ତେବେ ପୋଲିସ୍ ତାଙ୍କୁ ସେଠାରୁ ଗେଷ୍ଟ ହାଉସକୁ…

ସୋନଭଦ୍ରରେ ନରସଂହାର : ୩୨ ଟି ଟ୍ରାକ୍ଟରରେ ଗାଁରେ ପଶି ମୃତ୍ୟୁର ତାଣ୍ଡବ ରଚିଲେ ୩୦୦ ଲୋକ, ଖେଳିଲେ ରକ୍ତର ହୋଲି

କାହାର ହାତରେ ଗୁଳି ଲାଗିଛି ତ କାହାର ଗୋଡରେ । କାହାର ମୁଣ୍ଡ ଫାଟିଛି ତ କେହି ପଡିଛି ଷ୍ଟ୍ରେଚରରେ । କେହି କାନ୍ଦୁଛି ତ କେହି କାନ୍ଦି କାନ୍ଦି ଶୁଖି ଯାଇଛି ଆଖି । କାହାର ଆଖିରୁ ବାହାରୁଛି ଲୁହ ତ କାହାର ଛାତିରୁ ବାହାରୁଛି କୋହ । ଉଭୟ ମହିଳା ଏବଂ ପୁରୁଷଙ୍କୁ ଲାଗିଛି ଗୁଳି । ଏଭଳି ଏକ…