Browsing Tag

sorcerer beats woman

ଭୂତ ଛଡ଼ାଇବାକୁ ଆସିଥିବା ଗୁଣିଆ ମାଡ଼ରେ ଗର୍ଭବତୀ ମହିଳା ଗୁରୁତର ଆହତ, ଜାଗା ଛାଡ଼ି ଗୁଣିଆ ଫେରାର

ମାଲକାନଗିରି: ଭୂତ ଛଡାଇବାକୁ ମହିଳାଙ୍କୁ ନିସ୍ତୁକ ମାଡ । ମାଲକାନଗିରି ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା। ମହିଳା ଜଣକ ଗୁଣିଆର ମାଡରେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଏମ୍‌ଭି-୬ ଗାଁର ଜଣେ ମହିଳାଙ୍କର ଗତ ୭ ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ…