Browsing Tag

south central railway

ସାଉଥ ସେଣ୍ଟ୍ରାଲ ରେଲୱେରେ ଖାଲିପଡିଛି ୪୦୦୦ରୁ ଅଧିକ ପଦବୀ, ୧୦ମ୍‌ ପାସ୍‌ କରିପାରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ସାଉଥ ସେଣ୍ଟ୍ରାଲ ରେଲୱେ (SCR) ତରଫରୁ ୪୧୦୩ ଆପରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ଭର୍ତ୍ତି ଅଧିନରେ ବିଭିନ୍ନ ୟୁନିଟ ଏସି ମେକାନିକ, କାରପେଣ୍ଟର, ଡିଜେଲ ମେକାନିକ, ଇଲେକ୍ଟ୍ରିସିଆନ ସହିତ…