Below header
Browsing Tag

south film industry

ବଲିଉଡ ପରେ ସାଉଥରେ ଡେବ୍ୟୁ କରିବେ ନୋରା, ବରୁଣ ତେଜଙ୍କ ସହିତ ଆସିବେ ନଜର

ନୋରା ଫତେହୀ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ପରେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନୋରା ସାଉଥ୍ର ସୁପରଷ୍ଟାର ବରୁଣ ତେଜଙ୍କ ସହ ନୂଆ ଫିଲ୍ମରେ ନଜର ଆସିପାରନ୍ତି । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ଅଫିସିଆଲ କିଛି ଘୋଷଣା କରାଯାଇନାହିଁ । ଫିଲ୍ମର କାହାଣୀ, ଟାଇଟଲ,…

ତେଲୁଗୁ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଚଲପତି ରାଓଙ୍କ ନିଧନ, ହାର୍ଟଆଟାକ ଯୋଗୁଁ ହେଲା ମୃତ୍ୟୁ

ତେଲୁଗୁ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତେବେ ଆଜି ସକାଳ ହାର୍ଟଆଟାକ ଯୋଗୁଁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଥିବା ନିଜ ପୁଅ ତଥା ଅଭିନେତା-ଫିଲ୍ମ ନିର୍ମାତା ରବି…

ବଲିଉଡ ପରେ ସାଉଥ ମୁହାଁ ବିଶ୍ୱସୁନ୍ଦରୀ ମାନୁଷୀ ଛିଲ୍ଲର, ବରୁଣ ତେଜଙ୍କ ସହିତ ଆସିବେ ନଜର

ବଲିଉଡ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର । ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲରଙ୍କ ବଲିଉଡ ଡେବ୍ୟୁ ଫିଲ୍ମ ସମ୍ରାଟ ପୃଥ୍ଵୀରାଜ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିନଥିଲା। ଫିଲ୍ମରୁ ପ୍ରତୀକ୍ଷା କରି ରହିଥିଲେ ଦର୍ଶକ। କିନ୍ତୁ ଏହା ବକ୍ସ ଅଫିସରେ…

କ୍ରିକେଟ୍ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଲେ ମାହି, ଲଞ୍ଚ୍ କଲେ “ଧୋନି ଏଣ୍ଟରଟେନମେଣ୍ଟ” ପ୍ରଡକ୍ସନ୍…

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ସେ ତାଙ୍କ କ୍ରିକେଟ୍ କ୍ୟାରିୟରରେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି, ଯାହା ଆଜି ବି ଅକ୍ଷୁର୍ଣ୍ଣ ରହିଛି | ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ଧୋନି ଭାରତ ପାଇଁ ୯୦ ଟି ଟେଷ୍ଟ, ୩୫୦ ଟି…

ସାଉଥ ସିନେମା vs ବଲିଉଡ: ଜାଣନ୍ତୁ ଭାଷା ବିବାଦକୁ ନେଇ କେଉଁ ସେଲିବ୍ରେଟୀ କ’ଣ ଦେଲେ ମନ୍ତବ୍ୟ

ଏବେ ଚାରିଆଡେ ସାଉଥ ଷ୍ଟାରଙ୍କ ଜଲୱା। ଧୁମ୍‌ ମଚାଉଛି ଦକ୍ଷିଣ ଭାରତୀୟ ଅଭିନେତାଙ୍କ ଫିଲ୍ମ। ଓଲିଉଡ଼, ବଲିଉଡ ଠାରୁ ହଲିଉଡ ଯାଏଁ ସବୁଠି ସାଉଥ ଷ୍ଟାର୍‌ଙ୍କ କ୍ରେଜ୍‌। ଲଗାତାର ତିନି ତିନିଟି ବ୍ଲକବଷ୍ଟର ଫିଲ୍ମ। ସେ ‘ପୁଷ୍ପା’ ହେଉ ଅବା ‘ଆର୍‌ଆର୍‌ଆର୍‌’ କିମ୍ବା ‘କେଜିଏଫ୍‌’, କିଏ କାହାଠାରୁ…

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମର ଟିଜର ରିଲିଜ, ନଜର ଆସିଲେ ପୂଜା ହେଗଡେ,ଦେଖନ୍ତୁ ଭିଡିଓ

ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ନିଜର ନୂଆ ଚଳଚ୍ଚିତ୍ର Ala Vaikunthapurramlooକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ରିଲିଜ ହୋଇସାରିଛି । ଫିଲ୍ମର ଡିରେକ୍ଟର ତ୍ରିବିକ୍ରମ ଏହାକୁ ସ୍କ୍ରିନପ୍ଲେ ମଧ୍ୟ କରାଇଛନ୍ତି । ଏହି କମରସିଆଲ ଚଳଚ୍ଚିତ୍ରରେ ମୁଖ୍ୟ…