କ’ଣ ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି? ତ ଦକ୍ଷିଣ ଭାରତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ
ପତଳା ହେବାକୁ କିଏ ବା ନ ଚାହେଁ। ଓଜନ ହ୍ରାସ କରିବା ପାଇଁ ଯଦି ଆପଣ ବିଭିନ୍ନ ପ୍ରକାରର ବ୍ୟାୟାମ କରି ଥକି ପଡ଼ିଥିବେ, ତ ଏବେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଦକ୍ଷିଣ ଭାରତୀୟ ଖାଦ୍ୟ ଓଜନ ହ୍ରାସ କରିବା ପାଇଁ ହେଉଛି ବେଷ୍ଟ ଅପଶନ। ଯଦି ଆପଣ ଦକ୍ଷିଣ ଭାରତୀୟ…