Below header
Browsing Tag

south korea death cases

ଦକ୍ଷିଣ କୋରିଆ ସ୍ଥିତି ସାଂଘାତିକ: ଗତ ୨୪ ଘଣ୍ଟାରେ ଗଲାଣି ୯୪ ଜଣଙ୍କ ମୁଣ୍ଡ, ହସ୍ପିଟାଲରେ ଆଉ ନାହିଁ ଜାଗା

କେନ୍ଯୁଜ୍: ସାରା ବିଶ୍ୱକୁ ଡରାଉଛି କରୋନା । ଦକ୍ଷିଣ କୋରିଆରେ ଅତ୍ୟନ୍ତ ବିପଦଜ୍ଜନକ ସ୍ଥିତି ଉପୁଜିଛି। ଡେଲ୍‌ଟା ଯୋଗୁଁ ଦକ୍ଷିଣ କୋରିଆରେ ସଂକ୍ରମଣ କ୍ଷୀପ୍ର ଗତିରେ ମାଡି ଚାଲିଛି। ଏଥିପାଇଁ ହସ୍‌ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଛି। ହସ୍‌ପିଟାଲରେ ଏବେ ଆଉ ଜାଗା ନାହିଁ। କିଛି ରୋଗୀ ବେଡ୍‌…