Browsing Tag

speaker

ତିନି ଦିନ ଭିତରେ ଘର ଛାଡ଼. . . . ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକଙ୍କୁ ତାଗିଦ କଲେ ବାଚସ୍ପତି

 ଭୁବନେଶ୍ବର(କେନ୍ୟୁଜ୍):  ତିନି ଦିନ ଭିତରେ ସରକାରୀ କ୍ୱାର୍ଟର୍ସ ଛାଡ। ନହେଲେ ପୋଲିସରେ ହେବ ମାମଲା। ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ପୂର୍ବତନ ବିଧାୟକଙ୍କୁ ଏଭଳି ଚରମବାଣୀ ଶୁଣାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ପୂର୍ବରୁ ସରକାରୀ କ୍ୱାର୍ଟର୍ସ ମାଡ଼ି ବସିଥିବା ୨୬ ଜଣ…

କର୍ଣ୍ଣାଟକ ନାଟକର ଆଜି ପଡ଼ିବ କି ଯବନିକା ? ସଂଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ସାରିବାକୁ ବାଚସ୍ପତିଙ୍କ ଡେଡ୍‌ଲାଇନ୍‌

ଆଜି ପଡ଼ିବ କି କର୍ଣ୍ଣାଟକ ନାଟକରେ ଯବନିକା? ସଂଧ୍ୟା ୬ଟା ସୁଦ୍ଧା ଯେକୌଣସି ମତେ ଆସ୍ଥା ଭୋଟ କରାଯିବ ବୋଲି ବାଚସ୍ପତି ଡେଡଲାଇନ ଦେଇଛନ୍ତି । ଅପରାହ୍ନ ୪ଟାରୁ ଆସ୍ଥା ଭୋଟ ନେଇ ଆଲୋଚନା ହେବ । ସେପଟେ ତୁରନ୍ତ ଆସ୍ଥା ଭୋଟ କରାଇବା ନେଇ ଦୁଇ ଜଣ ସ୍ୱାଧୀନ ବିଧାୟକ ସୁପ୍ରିମକୋର୍ଟରେ କରିଥିବା…

ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି, ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଲୋଡିବେ…

ଭୁବନେଶ୍ବର : ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ସେ ବୈଠକ ଡାକିଛନ୍ତି । ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବା ନେଇ ସବୁ ଦଳର ସହଯୋଗ ଲୋଡିବେ ବାଚସ୍ପତି । ସେହିପରି ନବ ନିର୍ବାଚିତ ବିଧାୟକଙ୍କୁ ତାଲିମ ଦିଆଯିବ ବୋଲି ସୂଚନା ଦେଇଛନ୍ତି…