ଗଜା ମେଥି ଖାଇବାର ଉପକାରିତା, ଡାଇବେଟିସ୍ ଏବଂ କୋଲେଷ୍ଟ୍ରଲ ରୋଗୀଙ୍କ ପାଇଁ ହେବ ବେଶ୍ ଲାଭଦାୟକ
ଶରୀର ପାଇଁ ବହୁ ଉପକାରୀ ମଞ୍ଜି ମଧ୍ୟରୁ ମେଥି ଅନ୍ୟତମ ହୋଇଥାଏ । ଅନେକ ଲୋକ ଓଜନ କମ୍ କରିବା ପାଇଁ ମେଥି ବ୍ୟବହାର କରନ୍ତି । ମେଥି ମଞ୍ଜି ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା ଏବଂ ଫୁଲିରୁ ମୁକ୍ତି ଦେଇଥାଏ । ଏହା ବ୍ୟତୀତ ଓଜନ କମ୍ କରିବାରେ ମଧ୍ୟ ମେଥି ମଞ୍ଜି ପାଣି ଲାଭଦାୟକ ହୋଇଥାଏ ।…