ବେଙ୍ଗାଲୁରୁକୁ ୫୫ ରନରେ ହରାଇ ହାଇଦ୍ରାବାଦ ବିଜୟୀ
ଆଇପିଏଲରେ ୫୫ରନରେ ବେଙ୍ଗାଲୁରୁକୁ ହରାଇ ହାଇଦ୍ରାବାଦ ବିଜୟୀ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୪ ୱିକେଟ ହରାଇ ୨୫୫ ରନ କରିଥିଲା । ଇଶାନ କିସାନ ୪୬ ବଲ ଖେଳି ସର୍ବାଧିକ ୭୯ ରନ କରିଥିଲା । ଅଭିଷେକ ଶର୍ମା ୨୨ ବଲ ଖେଳି ୫୬ ରନ ଯୋଡି ପାରିଥିଲେ । ୨୫୬ ରନର ବିଜୟ ଲକ୍ଷ୍ୟ ନେଇ…