ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଝିଅ ଜାହ୍ନବୀ ହେଲେ ଇମୋଶନାଲ, ଫଟୋ ସେୟାର କରି କହିଲେ ଏମିତି କଥା
ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୨ ବର୍ଷ ପୂରିଛି। ୨୦୧୮ ମସିହାରେ ଦୁବାଇଠାରେ ଆଜିର ଦିନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବଲିଉଡ୍ର ଏହି ଚୁଲ୍ବୁଲି ନାୟିକା। ତାଙ୍କର ମୃତ୍ୟୁ ଏତେ ଅଚାନକ ଥିଲା ଯେ ସାରା ବଲିଉଡ୍ ଜଗତ ସ୍ତବ୍ଧ ହୋଇଯାଇଥିଲା। ଆଜି ତାଙ୍କ ଦ୍ୱିତୀୟ…