Below header
Browsing Tag

srilanka president

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି, ଜୁଲାଇ ୧୩ରେ ଇସ୍ତଫା ଦେବେ ରାଷ୍ଟ୍ରପତି

ସାଂଘାତିକ ହେଉଛି ଶ୍ରୀଲଙ୍କା ସ୍ଥିତି । ଉଗ୍ର ରୂପ ନେଉଥିବା ବେଳେ ଜୁଲାଇ ୧୩ରେ ଇସ୍ତଫା ଦେବେ ଶ୍ରୀଲଙ୍କା ରାଷ୍ଟ୍ରପତି । ୧୩ ତାରିଖରେ ଇସ୍ତଫା ଦେବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେଙ୍କ ବାସଭବନରେ ନିଆଁ ଲଗାଇ ଦେଇଛନ୍ତି ପ୍ରଦଶର୍ନକାରୀ ।…

ଆର୍ଥିକ ସ୍ଥିତିକୁ ନେଇ ତାତିଲେ ଲୋକେ, ଦେଶ ଛାଡ଼ି ପଳାଇଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟଭାୟା ରାଜପକ୍ଷେ

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସମୟରେ ଏକ ବଡ ଧରଣର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଖୁବ ଜଟିଳ । ଏକ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସମୟରେ ପ୍ରଦର୍ଶନକାରୀ ମାନେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ସମ୍ପୂର୍ଣ୍ଣ ରୂପେ ଘେରି…