Browsing Tag

Srinagara-leh highway

ଶ୍ରୀନଗର-ଲେହ ରାଜମାର୍ଗରେ ବରଫ ସ୍ଖଳନ, ୩୦ ଏପ୍ରିଲ ଭିତରେ ରାସ୍ତା ଖୋଲିବା ଅସମ୍ଭବ

ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗରେ ଅତ୍ୟଧିକ ବରଫ ବର୍ଷା ଏବଂ ଅନ୍ୟ କିଛି ସ୍ଥାନରେ ବରଫ ସ୍ଖଳନ ହେବା କାରଣରୁ ରାଜମାର୍ଗ ଖୋଲିବାରେ ଆହୁରି ବିଳମ୍ବ ହୋଇପାରେ। ଏହି କାରଣରୁ ରାସ୍ତା ସଫା କାର୍ଯ୍ୟ ଜୋରଦାର ଚାଲିଛି। ରାଜମାର୍ଗ ସ୍ଥିତ ଜୋଜିଲାର କିଛି ସ୍ଥାନରେ ବରଫ ସ୍ଖଳନ ହୋଇଛି।…