ସଶସ୍ତ୍ର ସୀମା ବଳରେ ୧୬୦୦ରୁ ଅଧିକ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ
ସଶସ୍ତ୍ର ସୀମା ବଳରେ ଚାକିରି କରିବାର ସୁଯୋଗ । ଏଥିପାଇଁ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ଅନୁଯାୟୀ, ଟ୍ରେଡସମ୍ୟାନ, କନେଷ୍ଟବଳ, ହେଡ କନେଷ୍ଟବଳ, ଏଏସଆଇ ଏବଂ ସବ୍ ଇନ୍ସପେକ୍ଟର ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ…