Browsing Tag

stabbing for triangle love

ରାଜଧାନୀରେ ତ୍ରିକୋଣୀୟ ପ୍ରେମ ପାଇଁ ଛୁରା ମାଡ଼,ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର

ଭୁବନେଶ୍ୱର(କେନ୍ୟୁଜ) : ରାଜଧାନୀରେ ତ୍ରିକୋଣୀୟ ପ୍ରେମକୁ ନେଇ ଘଟିଛି ଛୁରାମାଡ଼ । ଏହି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଅଞ୍ଚଳରେ । ଗୋଟିଏ ଝିଅକୁ ଭଲ ପାଇବାକୁ ନେଇ ହୋଇଛି ଛୁରାମାଡ଼। ଦୁଇ ଇଂଜିନିୟରିଂ ଛାତ୍ର ଗୋଟିଏ ଝିଅକୁ ଭଲ ପାଉଥିଲେ । ଭଲ ପାଇବାକୁ ନେଇ ହୋଇଥିଲା କଳହର ସୂତ୍ରପାତ । ଫଳରେ…