କରମଙ୍ଗାର ଚମତ୍କାରୀ ଲାଭ,ଜାଣନ୍ତୁ କେଉଁମାନେ ଖାଇବା ଉଚିତ୍ ଏବଂ ଅନୁଚିତ୍
ଅନେକ ଗଛ ରହିଛି ଯାହା ଔଷଧିୟ ଗୁଣରେ ଭରପୁର । ସେଥିମଧ୍ୟରୁ ଗୋଟିଏ ଗଛ ହେଉଛି କରମଙ୍ଗା ।କରମଙ୍ଗା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟପାଇଁ ସେତିକି ଲାଭଦାୟକ । ଯାହା ସ୍ବାସ୍ଥ୍ୟ ଉପକାରୀ ବୋଲି ବିବେଚନା ମଧ୍ୟ କରାଯାଉଛି । ଏଥିରେ ଭିଟାମିନ୍ ସି, ଫାଇବର, ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ,…